Video Sharing App
ଦେଶ- ବିଦେଶ 

ଟିକ୍‌ଟକ୍‌ର ଜାଗା ନେଲା ଚିଙ୍ଗାରୀ ଆପ୍‌; ଅଢ଼େଇ ମିଲିୟନ ଲୋକ କଲେଣି ଡାଉନ୍‌ଲୋଡ୍

ଟିକ୍‌ଟକ୍‌ର ଜାଗା ନେଲା ଚିଙ୍ଗାରୀ ଆପ୍‌; ଅଢ଼େଇ ମିଲିୟନ ଲୋକ କଲେଣି ଡାଉନ୍‌ଲୋଡ୍ ଭୁବନେଶ୍ୱର : ଜୁନ ୩୦:ଟିକ୍‌ଟକ୍‌ ବ୍ୟାନ୍‌ ପରେ ଏବେ ଚିଙ୍ଗାରୀ ଆପ୍‌ର ବେଶ୍‌ ଚାହିଦା ଦେଖାଦେଇଛି । କେବଳ ପ୍ଲେ ଷ୍ଟୋରରୁ ଅଢ଼େଇ ମିଲିୟନ୍‌ ଗ୍ରାହକ ଚିଙ୍ଗାରୀକୁ ଡାଉନ୍‌ଲୋଡ କରିଛନ୍ତି । ଗତ ଗୋଟିଏ ମାସରେ ଚିଙ୍ଗାରୀକୁ ଲକ୍ଷେ ଲୋକ ଡାଉନ୍‌ଲୋଡ କରିଥିଲେ । ଏହାକୁ ଡେଭଲପ୍‌ କରିଛନ୍ତି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବକ ବିଶ୍ୱତ୍ମା ନାୟକ । ୨୦୧୯ରେ ଏହି ଭିଡିଓ ଶେୟାରିଂ ଆପ୍‌ ଚିଙ୍ଗାରିକୁ ଡେଭଲପ୍‌ କରିଥିଲେ ବିଶ୍ୱତ୍ମା ଓ ତାଙ୍କ ବନ୍ଧୁ ସିଦ୍ଧାର୍ଥ […]
Read More...

Advertisement