vice president election
ରାଜନୀତି 

ବାଜୁଛି ଉପରାଷ୍ଟ୍ରପତି ନିର୍ବାଚନ ବିଗୁଲ

ବାଜୁଛି ଉପରାଷ୍ଟ୍ରପତି ନିର୍ବାଚନ ବିଗୁଲ ନୂଆଦିଲ୍ଲୀ: ଜୁଲାଇ ୦: ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବାକୁ ଯାଉଛି । ଏହା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି । ଶାସକ ଏନଡିଏ ଏବଂ ବିରୋଧୀ ପକ୍ଷରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ।ବିଜେପି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ କରିପାରେ । କ୍ୟାପଟେନ୍‌ ବିଧାନସଭା ନିର୍ବାଚନ ଠିକ୍‌ ପୂର୍ବରୁ କଂଗ୍ରେସ […]
Read More...

Advertisement