Uttarakhand Freedom of Religion (Amendment) Act 2022
ଦେଶ- ବିଦେଶ 

ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ

ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ ଡେରାଡୁନ: ବେଆଇନ ଧର୍ମାନ୍ତରଣ ରୋକିବା ପାଇଁ ଉତ୍ତରାଖଣ୍ଡ ସରକାର ଗୋଟିଏ କଡ଼ା ବିଲ୍‌ ପାରିତ କରିଛନ୍ତି । ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ । ଧର୍ମାନ୍ତରଣକୁ ଏଣିକି ଗୋଟିଏ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ । ସେହିପରି ଦୋଷୀଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ । ଅଭିଯୋଗ ନ ହୋଇଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ ନିଜ ଆଡ଼ୁ […]
Read More...

Advertisement