Uttar Pradesh headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମାଦ୍ରାସାରେ ପାଠ ପଢ଼ାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ
Published On
By Samaya Live
ଲକ୍ଷ୍ମୌ: ମାର୍ଚ୍ଚ: ଉତ୍ତର ପ୍ରଦେଶର ମଦ୍ରାସା ବୋର୍ଡ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛି । ୟୁପିରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ମଦ୍ରାସାରେ ପାଠ ପଢ଼ାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାୟନକୁ ବାଧ୍ୟତାମୂଳକ କରାଯାଇଛି । ମାଦ୍ରାସା ପରିଷଦର ଏହି ନିଷ୍ପତ୍ତିକୁ ସମସ୍ତ ମହଲରେ ସ୍ୱାଗତ କରାଯାଇଛି । ମେ ୨୦ ତାରିଖ ପରେ ମାଧ୍ୟମିକ ଶିକ୍ଷା ପରିଷଦର ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷଠାରୁ ସଂଖ୍ୟା […]
ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସେୱର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
Published On
By Samaya Live
ଶାହାଜାହାନପୁର: ଡିସେମ୍ବର ୧୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସେୱର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ଏହାର ଏକ୍ସପ୍ରେସେୱ ଲକ୍ଷ । ୫୯୪ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ଏହି ଏକ୍ସପ୍ରେସେୱ ୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ ହୋଇଛି । ମିରଟର ବିଜାଉଲି ଗାଁ ନିକଟରୁ ଆରମ୍ଭ ହୋଇ ଏକ୍ସପ୍ରେସେୱ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗ୍ରାମ ନିକଟ ପର୍ଯ୍ୟନ୍ତ ଲମ୍ବିଛି […]
ସମାଜବାଦୀ ଲଞ୍ଚ କଲା ଦଳୀୟ ଅତର
Published On
By Samaya Live
ଉତ୍ତରପ୍ରଦେଶ: ନଭେମ୍ବର ୦୯: ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ସକାଶେ ଉତ୍ତର ପ୍ରଦେଶରେ ଜୋର୍ଦାର ପ୍ରଚାର କାର୍ଯ୍ୟ ଚାଲିଛି । ରାଜନୈତିକ ଦଳମାନେ ଭଳିକି ଭଳି ଶୈଳୀ ଆପଣେଇ ଭୋଟରମାନଙ୍କ ଆକୃଷ୍ଟ କରିବା ପାଇ ନିଜ ନିଜର ଚେଷ୍ଟା ଚଲାଇଛନ୍ତି । ଏହାରି ଭିତରେ ସମାଜବାଦୀ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ଏକ ଦଳୀୟ ପରଫୁ୍ୟମ ବା ଅତର ଲଞ୍ଚ କରିଛନ୍ତି । ସେହି ଅତରକୁ ସପାର ଦଳୀୟ ନେତା ପୁଷ୍ପରାଜ […]
ଲଖୀମପୁର ଖେରି ହିଂସାକାଣ୍ଡ: ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
Published On
By Samaya Live
ଉତ୍ତରପ୍ରଦେଶ: ଅକ୍ଟୋବର ୦୭: ଲଖୀମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଶାଣି ହୋଇଛି । ଏଥିରେ ସୁପ୍ରମିକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମନ୍ନାଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଶୁଣାଣି କରିଛନ୍ତି । ମାମଲାରେ ଅଭିଯୁକ୍ତ କିଏ, କାହାର ନାମରେ ଏଫ୍ଆଇଆର୍ ହୋଇଛି ଓ କାହାରିକୁ ଗିରଫ ହୋଇଛି? ଏହାର ସବିଶେଷ ଜାଣିବାକୁ ଚାହିଁଥିଲେ ସୁପ୍ରମକୋର୍ଟ । କାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ । […]

