usha padhi at koraput
ଜିଲ୍ଲା 

କୋରାପୁଟ ଗସ୍ତରେ ଯୁଗ୍ମ ସଚିବ ଉଷା ପାଢୀ

କୋରାପୁଟ ଗସ୍ତରେ ଯୁଗ୍ମ ସଚିବ ଉଷା ପାଢୀ ଜୟପୁର: ଅପ୍ରେଲ ୨୬: ଓଡ଼ିଶା କ୍ୟାଡରର ଆଇଏଏସ୍ ପୂର୍ବତନ କୋରାପୁଟ ଜିଲ୍ଲାପାଳ ତଥା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀ ଆଜିଠାରୁ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏହି ସମୟରେ ସେ ଜୟପୁର ବିମାନବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀ ୧୫ତମ ସିଭିଲ୍ ସର୍ଭିସେସ୍ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା -୨୦୨୦ପୁରସ୍କାର ପାଇଛନ୍ତି। ଏହା […]
Read More...

Advertisement