US's Ohio state
Feature 

୧,୧୯୦ କିମିର ଖାଦ୍ୟ ଡେଲିଭରି

୧,୧୯୦ କିମିର ଖାଦ୍ୟ ଡେଲିଭରି ଆମେରିକା: ଆଜିକାଲି ଅନଲାଇନ୍‌ରେ ଖାଇବା ମଗାଇବା ଏକ ସାଧାରଣ କଥାରେ ପରିଣତ ହୋଇସାରିଲାଣି । ସମସ୍ତେ ବିଭିନ୍ନ ଆପ୍‌ ବ୍ୟବହାର କରି ଅନ୍‌ଲାଇନ୍‌ରେ ଖାଇବା ମଗାଉଛନ୍ତି । ସୋସିଆଲ ମିଡିଆରେ ଅନ୍‌ଲାଇନ୍‌ ଡେଲିଭରିକୁ ନେଇ ଏକ ଘଟଣା ଭାଇରାଲ ହେବାରେ ଲାଗିଛି । ଆମେରିକାର ଏକ ଡେଲିଭରି ଏଜେଣ୍ଟ ପ୍ରାୟ ୧,୧୯୦ କିମି ଦୂରରୁ ଏକ ଡେଲିଭରି କଲ୍‌ ପାଇଥିଲେ । ତେବେ ଡେଲିଭରି ଏଜେଣ୍ଟ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା […]
Read More...

Advertisement