US President Joe Biden
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ତିନି ଦିନ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ
Published On
By Samaya Live
ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ବାଲି ଗସ୍ତରେ ଯିବେ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ ଆୟୋଜନ ହେବ । ଏବେ ଇଣ୍ଡୋନେସିଆ ଏହାର ଅଧ୍ୟକ୍ଷତା କରୁଛି । ଭାରତ ବିଧିବଦ୍ଧ ଭାବେ ଇଣ୍ଡୋନେସିଆଠାରୁ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା […]
ଭାରତ, ଇସ୍ରାଏଲ୍, ୟୁଏଇ ଏବଂ ୟୁକ୍ତରାଷ୍ଟ୍ର ମିଶି କରିବେ ସଙ୍ଗଠନ: ଆସନ୍ତା ମାସରେ ବୈଠକ
Published On
By Samaya Live
ୱାସିଂଟନ୍: ଜୁନ୍ ୧୫: ଭାରତ, ଇସ୍ରାଏଲ୍ , ୟୁଏଇ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମିଶି ଖୁବ୍ ଶିଘ୍ର ଏକ ସଙ୍ଗଠନ କରିବାକୁ ଯାଉଛନ୍ତି । ସେହି ସଙ୍ଗଠନର ନାମ- ‘ଆଇ୨ୟୁ୨ ସଙ୍ଗଠନ’ । ତେବେ ଏନେଇ ଏକ ଚୁକ୍ତି ତିଆରି ହୋଇସାରିଛି । ଆଗାମୀ ମାସରେ ଏହି ସଙ୍ଗଠନର ପ୍ରଥମ ଭର୍ଚୁ୍ୟଆଲ୍ ଶିଖର ବୈଠକ ଆୟୋଜନ ହେବ । ସୂଚନା ଅନୁସାରେ, ପ୍ରଥମ ଭର୍ଚୁ୍ୟଆଲ୍ ଶିଖର ବୈଠକରେ ବିଭିନ୍ନ ଦେଶରେ ଉଠିଥିବା ଖାଦ୍ୟ ସଙ୍କଟ ଏବଂ ସହଯୋଗର […]
ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ: ଋଷ ବିରୋଧରେ ଆର୍ଥିକ କଟକଣା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ
Published On
By Samaya Live
ଦିଲ୍ଲୀ : ଫେବୃଆରୀ ୨୩: ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଲାଣି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ଆମେରିକା ମଧ୍ୟ ଖପା ରହିଛି । ଋଷର ଏହି କାର୍ଯ୍ୟକୁ ନିନ୍ଦା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ […]
ୟୁକ୍ରେନ୍ ତିକ୍ତତା ନେଇ ଆଲୋଚନା କରିବେ ବିଡେନ ଓ ପୁତିନ୍
Published On
By Samaya Live
ୟୁକ୍ରେନ୍: ଡିସେମ୍ବର ୩୦: ୟୁକ୍ରେନ ତିକ୍ତତ। ମଧ୍ୟରେ ଆଜି ବିଡେନ, ପୁଟିନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକ।ର ର।ଷ୍ଟ୍ରପତି ଜୋ ବିଡେନ ଏବଂ ଋଷର ର।ଷ୍ଟ୍ରପତି ଭ୍ଲ।ଦିମିର ପୁଟିନ ଏନେଇ ଗୁରୁତ୍ୱାରୋପ କରି ଏହାର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରିବେ ବେଲି ସୂତ୍ରରୁ ଖବର ମିଳିଛି। ଏ ସମସ୍ତ ବିଷୟ ଉପରେ ଆଲୋଚନା ହେବା ନେଇ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ୟୁରୋପୀୟ ସହଯୋଗୀମ।ନଙ୍କ ସହ ୟୁକ୍ରେନ ସୀମ।ରେ ଋଷର ସ।ମରିକ ନିର୍ମ।ଣ […]

