up news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୨୫ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ପାଇଁ ବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
Published On
By Samaya Live
ନୋଏଡା: ନଭେମ୍ବର ୨୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ଚଳିତ ମାସ ୨୫ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ । ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ […]
ସନ୍ଧ୍ୟା ୫ ଟା ପରେ ମହିଳାମାନେ ଥାନାକୁ ଯିବା ନିରାପଦ ନୁହେଁ : ବିଜେପି ନେତ୍ରୀ
Published On
By Samaya Live
ବାରଣାସି: ଅକ୍ଟୋବର ୨୩: ଆଗକୁ ଆସୁଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଦଳ ଲୋକଙ୍କୁ ଅକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ବିଜେପି ନେତ୍ରୀ ବେବି ରାଣୀ ମୋର୍ଯ୍ୟ ଅଜବ ବୟାନ ଦେଇ ମହିଳାଙ୍କୁ ଆକୃଷ୍ଟ କରିଛନ୍ତି । ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେବିରାଣୀ ମୋର୍ଯ୍ୟ ବାରଣାସିର ଏକ ସଭାରେ ଭାଷଣ ଦେବା ଅବସରରେ ଏହିପରି ବୟାନ ଦେଇଛନ୍ତି । ବୟାନରେ ସେ କହିଛନ୍ତି କି ମହିଳାମାନେ […]
ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିିତି
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୦: ଲଗାତାର ମୌସୁମୀ ବର୍ଷା କାରଣରୁ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ସେହିପରି ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା ସମେତ କେତେକ ଦକ୍ଷିଣ ରାଜ୍ୟରେ ବନ୍ୟା ଦେଖାଯାଇଛି । ପାହାଡ଼ିଆ ଅଞ୍ଚଳମାନଙ୍କରେ ଭୂÕଳନ ହେବାର ସୂଚନା ମିଳିଛି । ଉତ୍ତରପ୍ରଦେଶ ବନ୍ୟାରେ ଲୋକଙ୍କ ଘରେ ବନ୍ୟା ଜଳ ପଶିଯାଇଛି । ତେବେ ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଥିବା […]
ଅଫିସର୍ଙ୍କ ପରିବା ବିକା !
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୩୧: ସୋସିଆଲ ମିଡିଆରେ ସବୁବେଳେ ଅନେକ ଘଟଣା ଭାଇରାଲ ହୋଇଥାଏ । ସେହିଭଳି ଆଜିକାଲି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଜଣେ ଆଇଏସ୍ ଅଫିସର ପରିବା ବିକୁଛନ୍ତି । ଫଟୋଟି ଫେସ୍ବୁକ୍ରେ ଭାଇରାଲ ହେବାପରେ ଲୋକମାନେ ଏହା ପଛର କାରଣ ଜାଣିବାକୁ ଚାହିଁଥିଲେ । ତେବେ ଏହା ପଛର କାରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ । ସେହି ଅଫିସର୍ ଜଣଙ୍କ କୌଣସି କାମରେ ସେହି ଗ୍ରାମକୁ ଯାଇଥିଲେ । […]
ଉତ୍ତରପ୍ରଦେଶରେ ହେବ ୱାଇଫାଇ ମାଗଣା
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୪: ଉତ୍ତରପ୍ରଦେଶ ସରକାର ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ରାଜ୍ୟରେ ମାଗଣା ୱାଇଫାଇ ଯୋଗାଣ ବ୍ୟବସ୍ଥ ।କରୁଛନ୍ତି । ରାଜ୍ୟର ୭୫ ଜିଲ୍ଲା , ମୁନିସିପାଲ୍ ପରିଷଦ, ୧୭ଟି ମୁନିସିପାଲ୍ କର୍ପୋରେସନ୍ ଏବଂ ୨୧୭ଟି ସ୍ଥାନମାନରେ ୱାଇଫାଇ ମାଗଣା ମିଳିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ସହରାଞ୍ଚଳ ବିକାଶ ବିଭାଗ ଅଧିକାରୀମାନେ ବର୍ତ୍ତମାନ ଲୋକଙ୍କୁ ମାଗଣା ୱାଇଫାଇ ସୁବିଧା ଯୋଗାଇବା ଅଭିଯାନରେ ବ୍ୟସ୍ତ ଅଛନ୍ତି । ପ୍ରମୁଖ ସାର୍ବଜନିକ ସ୍ଥାନମାନଙ୍କରେ ଏହି […]

