UP government
ରାଜନୀତି  ଦେଶ- ବିଦେଶ 

ଉତ୍ତରପ୍ରଦେଶରେ ଘନଉଛି ଧର୍ମିୟ ବିବାଦ

ଉତ୍ତରପ୍ରଦେଶରେ ଘନଉଛି ଧର୍ମିୟ ବିବାଦ ଉତ୍ତରପ୍ରଦେଶ: ମଇ ୧୪: ବାରାଣସୀରେ ପୁଣି ବିବାଦ ।କାଶୀ ବିଶ୍ୱନାଥ ମନ୍ଦିର ପରିସରକୁ ଲାଗି ଥିବା ବିଶେ୍ୱଶ୍ୱର ମହାପ୍ରଭୁଙ୍କ ମନ୍ଦିର ଭାଙ୍ଗି ସେଠାରେ ମସଜିଦ ର୍ନିମାଣ ହୋଇଥିବା ଘଟଣାକୁ ବହୁବର୍ଷ ଧରି ବିରୋଧ କରାଯାଉଥିଲା । ଏହି ମସଜିଦ ପରିସରର ଭିଡିଓ ସର୍ଭେକୁ ନେଇ ସୁପ୍ରିମକୋର୍ଟ ସବୁ ତଥ୍ୟକୁ ନପରଖି ତତ୍କାଳ ରହିତାଦେଶ ଦେଇପାରିବେ ନାହିଁ ବୋଲି କହିବା ପରେ, ଶନିବାର ଠାରୁ ପୁଣି ଏହାର ଭିଡିଓ ସର୍ଭେ ହେବ ବୋଲି ଧାର୍ଯ୍ୟ ହୋଇଛି । କଣ […]
Read More...
ଦେଶ- ବିଦେଶ 

ଲଖୀମପୁର ଖେରି ହିଂସାକାଣ୍ଡ: ୟୁପି ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଲଖୀମପୁର ଖେରି ହିଂସାକାଣ୍ଡ: ୟୁପି ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ: ଅକ୍‌ଟୋବର ୦୭: ଲଖୀମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଶାଣି ହୋଇଛି । ଏଥିରେ ସୁପ୍ରମିକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ.ଭି ରମନ୍ନାଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଶୁଣାଣି କରିଛନ୍ତି । ମାମଲାରେ ଅଭିଯୁକ୍ତ କିଏ, କାହାର ନାମରେ ଏଫ୍‌ଆଇଆର୍‌ ହୋଇଛି ଓ କାହାରିକୁ ଗିରଫ ହୋଇଛି? ଏହାର ସବିଶେଷ ଜାଣିବାକୁ ଚାହିଁଥିଲେ ସୁପ୍ରମକୋର୍ଟ । କାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ । […]
Read More...

Advertisement