University Grants Commission
ଓଡ଼ିଶା 

ବିନା ପରୀକ୍ଷାରେ ଶେଷ ବର୍ଷ ପିଲାମାନଙ୍କୁ ମିଳିବ ନାହିଁ ଡିଗ୍ରୀ, ପରୀକ୍ଷା କରିବା ବାଧ୍ୟତାମୂଳକ

ବିନା ପରୀକ୍ଷାରେ ଶେଷ ବର୍ଷ ପିଲାମାନଙ୍କୁ ମିଳିବ ନାହିଁ ଡିଗ୍ରୀ, ପରୀକ୍ଷା କରିବା ବାଧ୍ୟତାମୂଳକ ନୂଆଦିଲ୍ଲୀ : ଜୁଲାଇ ୧୧: କରୋନା ପାଇଁ ସମସ୍ତ ବିଦ୍ୟାଳୟ, କଲେଜ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଏବଂ କ୍ଲାସ୍‌ ପ୍ରମୋସନ ନେଇ ଅନେକ ଦ୍ୱନ୍ଦ ଦେଖାଦେଇଛି । ୟୁଜିସି ଏହାର ନିର୍ଦ୍ଦେଶାବଳୀ ଜାରି କରି କହିଛି ଯେ ସମସ୍ତ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ । ୟୁଜିସି ତରଫରୁ ସ୍ପଷ୍ଟ ଭାବରେ କୁହାଯାଇଛି ସେପେଫମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ପରିଚାଳନା କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ […]
Read More...
ଦେଶ- ବିଦେଶ 

ବିଶ୍ୱବିଦ୍ୟାଳୟ ଶବ୍ଦର ଅପବ୍ୟବହାର; ୧୨୭ କଲେଜକୁ ୟୁଜିସିର ନୋଟିସ୍‌

ବିଶ୍ୱବିଦ୍ୟାଳୟ ଶବ୍ଦର ଅପବ୍ୟବହାର; ୧୨୭ କଲେଜକୁ ୟୁଜିସିର ନୋଟିସ୍‌ ନୂଆଦିଲ୍ଲୀ: ମେ ୨୮:ବିଶ୍ୱବିଦ୍ୟାଳୟ ଶବ୍ଦକୁ ଅପବ୍ୟବହାର ଅଭିଯୋଗରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୧୨୭ଟି ମହାବିଦ୍ୟାଳୟକୁ ନୋଟିସ ଜାରି କରିଛନ୍ତିି । ସୂଚନା ଅନୁସାରେ ଦେଶର ବିଶ୍ୱବିଦ୍ୟାଳୟ ମାନ୍ୟାତା ପାଇନଥିବା କେତେକ ମହାବିଦ୍ୟାଳୟ ନିଜ ନାମରେ ବିଶ୍ୱବିଦ୍ୟାଳୟ ଶବ୍ଦର ବ୍ୟବହାର କରୁଛନ୍ତି । ତେଣୁ ଏଭଳି ନକରିବା ପାଇଁ ସେମାନଙ୍କୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶିକ୍ଷାନୁଷ୍ଠାନ ଗୁଡିକ ସେମାନଙ୍କର ବିଜ୍ଞାପନ, ଠିକଣା, ଇ-ମେଲ, େୱବସାଇଟ୍‌ ଠିକଣା ଓ ହୋଡିଙ୍ଗସ୍‌ ଆଦିରୁ ବିଶ୍ୱବିଦ୍ୟାଳୟ ଶବ୍ଦକୁ […]
Read More...

Advertisement