university entrance gate construction delay
ଜିଲ୍ଲା 

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରବେଶ ପଥ ନିର୍ମାଣରେ ବିଳମ୍ବ

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରବେଶ ପଥ ନିର୍ମାଣରେ ବିଳମ୍ବ ଭୁବନେଶ୍ୱର: ମଇ ୨୬: ଉତ୍କଳ ବିଶ୍ୱବିଦ୍ୟାଳୟ ନୂତନ ପ୍ରବେଶ ପଥ ର୍ନିମାଣ ବିଳମ୍ବ ଘଟଣାରେ ଓଡ଼ିଶା ମାନବାଧିକାର କମିସନ୍‌ ହସ୍ତକ୍ଷେପ କରିଛନ୍ତି । କମିସନର ସଦସ୍ୟ ଅସୀମ ଅମିତାଭ ଦାସ ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ, ବିଏମ୍ସି କମିସନର୍‌, ଟ୍ରାଫିକ୍‌ ଡିସିପି ଓ ଏନ୍‌ଏଚ୍‌ଆଇ ପ୍ରକଳ୍ପ ପ୍ରବନ୍ଧକଙ୍କୁ ଜୁଲାଇ ୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ପ୍ରବୀର କୁମାର ଦାସ […]
Read More...

Advertisement