United States Defense Advanced Research Projects Agency
ବିଶ୍ବ 

ଭାରତୀୟ ବଂଶୋଦ୍ଭବ ହେବେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ବିଜ୍ଞାନ ପରାମର୍ଶଦାତା

ଭାରତୀୟ ବଂଶୋଦ୍ଭବ ହେବେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ବିଜ୍ଞାନ ପରାମର୍ଶଦାତା ଦିଲ୍ଲୀ: ଜୁନ୍‌ ୧୫: ୩୪ ବର୍ଷିୟା ଭାରତୀୟ ବଂଶୋଦ୍ଭବ ତଥା ଭୌତିକ ବିଜ୍ଞାନୀ ଆରତୀ ପ୍ରଭାକରଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବେ ନିଜର ବିଜ୍ଞାନ ପରାମର୍ଶଦାତା ଭାବେ ନିଯୁକ୍ତ କରିବାକୁ ଯାଉଛନ୍ତି । ରାଷ୍ଟ୍ରପତି ଆରତୀଙ୍କୁ ‘ହ୍‌ୱାଇଟ ହାଉସ ଅଫିସ ଅଫ୍‌ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜି’ର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିପାରନ୍ତି । ଏରିକ ଲ୍ୟାଣ୍ଡରଙ୍କ ସ୍ଥାନରେ ଆରତୀ ଖୁବ୍‌ ଶିଘ୍ର ନିଯୁକ୍ତି ପାଇବେ ବୋଲି ଖବର ରହିଛି । ଆରତୀଙ୍କୁ ଏହି ପଦବୀରେ ନିଯୁକ୍ତ […]
Read More...

Advertisement