United Nations (UN)
ବିଶ୍ବ 

ମୋଦୀ ୟୁକ୍ରେନ-ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିପାରିବେ: ମେକ୍‌ସିକୋ ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ରପତି

ମୋଦୀ ୟୁକ୍ରେନ-ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିପାରିବେ: ମେକ୍‌ସିକୋ ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ରପତି ନୁ୍ୟୟର୍କ : ୟୁକ୍ରେନ ଓ ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଜାତିସଂଘ ଏକ କମିଟି ଗଠନ କରୁ, ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୋପ୍‌ ଫ୍ରାନ୍ସିସ ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ସଦସ୍ୟ ରୁହ;ୁ ବୋଲି ମେକ୍‌ସିକୋ କହିଛି । ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେବାବେଳେ ମେକ୍‌ସିକୋର ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଲୁଇସ୍‌ କାସାବନ ଏବଂ ମେକ୍‌ସିକୋ ରାଷ୍ଟ୍ରପତି ଆଣ୍ଡ୍ରେଜ ଲୋପେଜ୍‌ ଓବ୍ରାଡରଙ୍କ ଏହି ପ୍ରସ୍ତାବ ଜଣାଇଛନ୍ତି । ସେ କହିଛନ୍ତି […]
Read More...

Advertisement