Unique Protest
Feature 

ପରିବା ମାଳ ପକାଇ ବିରୋଧ

ପରିବା ମାଳ ପକାଇ ବିରୋଧ ପାକିସ୍ତାନ: କେବଳ ଭାରତରେ ତେଲ ଓ ପରିବାର ଦର ବୃଦ୍ଧି ହୋଇନାହିଁ । ପାକିସ୍ତାନରେ ମଧ୍ୟ ସମାନ ପରିସ୍ଥିତି ରହିଛି । ତେବେ ଏନେଇ ଭାରତ ତଥା ପାକିସ୍ତାନରେ ବିରୋଧ ଦେଖାଯାଇଛି । ଏହାରି ଭିତରେ ବର୍ତ୍ତମାନ ଜଣେ ପାକିସ୍ତାନୀ ମନ୍ତ୍ରୀଙ୍କର ବିରୋଧ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମନ୍ତ୍ରୀ ଜଣଙ୍କ ନିଆରା ଢଙ୍ଗରେ ବିରୋଧ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଜଣଙ୍କ ନିଜ ବେକରେ ଆଳୁ, ଟମାଟୋ ସହ ବିଭିନ୍ନ ପରିବାର […]
Read More...

Advertisement