unique mask
Feature 

ନଡିଆ ଖୋଳରୁ ମାସ୍କ

ନଡିଆ ଖୋଳରୁ ମାସ୍କ ଇଣ୍ଡୋନେସିଆ, ପେ୍‌ଟେମ୍ବର ୧୧: କରୋନା ସମୟରେ ମାସ୍କ ଓ ସାନିଟାଇଜରକୁ ନେଇ ଅନେକ ଘଟଣା ଭାଇରାଲ ହୋଇଛି । ସେଥିରେ କେତେକ ଖବର ହୃଦୟସ୍ପର୍ଶୀ ଥିବା ବେଳେ କେତେକ ଲୋକଙ୍କୁ ହସର ଖୋରାକ ଯୋଗାଇଛି । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଲୋକଙ୍କୁ ହସର ଖୋରାକ ଯୋଗାଉଛି । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ନଡିଆ ଖୋଳରୁ ତିଆରି ହୋଇଥିବା ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଇଣ୍ଡୋନେସିଆର ୪୪ ବର୍ଷୀୟା […]
Read More...

Advertisement