Union Ministry of Health
ଓଡ଼ିଶା 

ଗାମ୍ବିଆରେ କଫ୍‌ ସିରପ ପିଇ ୬୬ ଜଣ ଶିଶୁଙ୍କ ମୃତୁ୍ୟ ଘଟଣା: ଓଡ଼ିଶାରେ ଯାଞ୍ଚ କରିବରାକୁ ଡିଆଇଙ୍କୁ ନିର୍ଦ୍ଦେଶ

ଗାମ୍ବିଆରେ କଫ୍‌ ସିରପ ପିଇ ୬୬ ଜଣ ଶିଶୁଙ୍କ ମୃତୁ୍ୟ ଘଟଣା: ଓଡ଼ିଶାରେ ଯାଞ୍ଚ କରିବରାକୁ ଡିଆଇଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର : ଭାରତର ହରିୟାଣାରେ ପ୍ରସ୍ତୁତ କଫ୍‌ ସିରପ୍‌ ପିଇ ଆଫ୍ରିକା ଦେଶ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ମୃତୁ୍ୟ ଘଟଣା ବିଶ୍ୱବ୍ୟାପି ହଇଚଇ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ସିରପ୍‌ ନ ଖାଇବା ନେଇ ସତର୍କତା ଜାରି କରାଯାଇଛି । ଏହି ଘଟଣାକୁ ଭାରତ ସରକାର ଖୁବ୍‌ ଗୁରୁତର ସହିତ ନେଇ ଏଠାର ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶାରେ ମଧ୍ୟ ସଂପୃକ୍ତ କମ୍ପାନିର କଫ୍‌ ସିରପ୍‌ ବିକ୍ରି ହେଉଛି ନା […]
Read More...

Advertisement