Union Health Minister Mansukh Mandaviya
ସ୍ୱାସ୍ଥ 

ଜରୁରୀକାଳୀନ ବ୍ୟବହାର ପାଇଁ ସ୍ପୁଟନିକ୍‌ ଲାଇଟକୁ ମଞ୍ଜୁରୀ

ଜରୁରୀକାଳୀନ ବ୍ୟବହାର ପାଇଁ ସ୍ପୁଟନିକ୍‌ ଲାଇଟକୁ ମଞ୍ଜୁରୀ ନୂଆଦିଲ୍ଲୀ: ଫେବୃଆରୀ ୦୭: ଡ୍ରଗ୍ସ କଣ୍ଟ୍ରୋଲର ଜେନେର।ଲ ଅଫ୍ ଇଣ୍ଡିଆ ଦେଶରେ ଏକକ-ଡୋଜ୍ ସ୍ପୁଟନିକ୍ ଲ।ଇଟ୍ ଜରୁରୀକ।ଳୀନ ବ୍ୟବହ।ର ଅନୁମତି ପ୍ରଦ।ନ କରିଛି ବୋଲି କେନ୍ଦ୍ର ସ୍ୱ।ସ୍ଥ୍ୟମନ୍ତ୍ରୀ ମ।ନସୁଖ ମ।ଣ୍ଡଭିଆ କହିଛନ୍ତି। ଏହ। ହେଉଛି ଦେଶର ନବମ କୋଭିଡ-୧୯ ଟିକ। । ଏହ। ମହ।ମ।ରୀ ବିରୋଧରେ ଦେଶର ସ।ମୂହିକ ସଂଗ୍ର।ମକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ମ।ଣ୍ଡ।ଭିଆ ଟ୍ୱିଟ୍ କରିଛନ୍ତି। ଜ।ନୁୟ।ରୀ ୩୧ରେ ଏକ ବୈଠକ ପରେ ବିଷୟ ବିଶେଷଜ୍ଞ କମିଟିର ସୁପ।ରିଶକୁ ଦୃଷ୍ଟିରେ ରଖି […]
Read More...
ସ୍ୱାସ୍ଥ  ଦେଶ- ବିଦେଶ 

ପ୍ରସ୍ତୁତ ହେଲା ଆଉ ଦୁଇ ସ୍ୱଦେଶୀ ଟିକା

ପ୍ରସ୍ତୁତ ହେଲା ଆଉ ଦୁଇ ସ୍ୱଦେଶୀ ଟିକା ନୂଆଦିଲ୍ଲୀ: ଡିସେମ୍ବର ୨୮: ସ୍ୱ।ସ୍ଥ୍ୟ ଓ ପରିବ।ର କଲ୍ୟ।ଣ ମନ୍ତ୍ରଣ।ଳୟର ସୁପ।ରିଶରେ ସିଡିଏସସିଓ କୋଭିଡ-୧୯ ଟିକ। କୋର୍ଭେବ।କ୍ସ ଓ କୋଭୋଭ।କ୍ସ ସହ ଆଣ୍ଟି ଭ।ଏର।ଲ ବଟିକ। ମୋଲନୁପିରବୀରକୁ ଜରୁରୀ କ।ଳୀନ ବ୍ୟବହ।ର ପ।ଇଁ ମଞ୍ଜୁରି ପ୍ରଦ।ନ କରିଛନ୍ତି । ଏନେଇ କେନ୍ଦ୍ର ସ୍ୱ।ସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ସୂଚନ। ଦେଇଛନ୍ତି । ସେ ଏକ ଟ୍ୱିଟ କରି କହିଛନ୍ତି କି ମୋଲନୁପିରବୀର ଏକ ଆଣ୍ଟିବ।ୟର।ଲ ଔଷଧ, ଯ।ହ।କି ଦେଶର ୧୩ ଟି କମ୍ପ।ନୀ ବୟସ୍କ ଲୋକଙ୍କ ଚିକିତ୍ସ। ପ।ଇଁ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧୦, ୪୨୩ ଜଣ କରୋନା ସଂକ୍ରମିତ: କରୋନା ଟିକା ଅଭିଯାନ ‘ହର ଘର ଦସ୍ତକ’ ଆରମ୍ଭ

୨୪ ଘଣ୍ଟାରେ ଦେଶରେ ୧୦, ୪୨୩ ଜଣ କରୋନା ସଂକ୍ରମିତ: କରୋନା ଟିକା ଅଭିଯାନ ‘ହର ଘର ଦସ୍ତକ’ ଆରମ୍ଭ ଦିଲ୍ଲୀ: ନଭେମ୍ବର ୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୪୨୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୫, ୦୨୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୬ ଲକ୍ଷ ୮୩ ହଜାର ୫୮୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ […]
Read More...
ଦେଶ- ବିଦେଶ 

ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ

ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ ଭୁବନେଶ୍ୱର: ଅଗଷ୍ଟ ୨୫: ଗୁରୁ ଦିବସ (ସେପେଟମ୍ବର ୫) ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ଦୁଇ କୋଟିରୁ ଉର୍ଦ୍ଧ୍ୱ ଡୋଜ୍‌ ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି । ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ ବୋଲି ସେ ଟୁଇଟ କରି ସମସ୍ତ ରାଜ୍ୟ […]
Read More...
ଦେଶ- ବିଦେଶ 

‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ, ଅଗଷ୍ଟ ୧୪: ‘ଆଜାଦୀ କା ଅମୃତ ସହୋତ୍ସବ’କାର୍ଯ୍ୟକ୍ରମ ଅନ୍ତର୍ଗତେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଦିଲ୍ଲୀଠାରେ ‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କରିଛନ୍ତି । ‘ଆଜାଦୀ କା ଅମୃତ ମହୋତ୍ସବ’ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅଭିଯାନ ମେଜର ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଟାଡିଅମରୁ ସାଇକେଲ ଯାତ୍ରା ଆରମ୍ଭ ହୋଇ ଆକ୍‌ବର ରୋଡର ତିନି କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲା । ଯାତ୍ରା ସମୟରେ କେନ୍ଦ୍ର […]
Read More...

Advertisement