Union Finance Minister
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନ୍ତିମ ପ୍ୟାକେଜ ଘୋଷଣା: ସଙ୍କଟକୁ ସୁଯୋଗରେ ପରିଣତ କରିବ
Published On
By Samaya Live
Edited by Papu Mohanty ଭୁବନେଶ୍ୱର (ସବୁ୍ୟ): May 17: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଦେଶର ସବୁ ବର୍ଗର ଲୋକଙ୍କ ଜୀବନ ଉପରେ ସୁପ୍ରଭାବ ପକାଇବ ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ଅଗ୍ରସର କରାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୋଦି ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ସଂକଟକୁ ସୁଯୋଗରେ ପରିଣତ କରିବ ବୋଲି ଶ୍ରୀ ପ୍ରଧାନ […]
ନିର୍ମଳାଙ୍କ ଚତୁର୍ଥ ସେଟ୍; ପ୍ରତିରକ୍ଷାରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ
Published On
By Samaya Live
ଭୁବନେଶ୍ୱର : May 16: ‘ଆତ୍ମର୍ନିଭର ଭାରତ ଅଭିଯାନ’ ପ୍ୟାକେଜର ଚତୁର୍ଥ ସେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣଙ୍କ ଘୋଷଣା ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ପାଇଁ ଉଦ୍ଦିଷ୍ଟ ରହିଛି । ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି ତେଣୁ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ଇଣ୍ଡିଆକୁ ଅଧିକ ଗୁରୁତ୍ୱ ଦିଆଯିବ । ସୁରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପାଇଁ ଅଲଗା ବଜେଟ୍ କରାଯିବ । କିଛି ଅସ୍ତ୍ରଶସ୍ତ୍ରର ଆମଦାନୀ ଉପରେ କଟକଣା […]
ତୃତୀୟ ସେଟ୍ ଖୋଲିଲେ ସୀତାରମଣ; କୃଷି ଭିତ୍ତିଭୂମି ବିକାଶ ପାଇଁ ୧ ଲକ୍ଷ କୋଟିର ପ୍ୟାକେଜ
Published On
By Samaya Live
By Papu Mohanty ଭୁବନେଶ୍ୱର : May 15: ଆତ୍ମର୍ନିଭର ଭାରତ ଅଭିଯାନର ତୃତୀୟ ସେଟ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ । ଦ୍ୱିତୀୟ ସେଟ୍ରେ ପ୍ରବାସୀ ଶ୍ରମିକମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲାବେଳେ ତୃତୀୟ ସେଟ୍ରେ କୃଷି, ଗୋପାଳନ, ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦିଆଯାଇଛି । କୃଷିକୁ ଅଧିକ କ୍ରୀୟାଶୀଳ କରିବାକୁ ୧ ଲକ୍ଷ କୋଟି ଘୋଷଣା, ଏହାର ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ […]
ଆତ୍ମନିର୍ଭର ଭାରତ ଅଭିଯାନ; ତଥ୍ୟ ଦେଲେ ଶୀତାରମଣ : ଏମ୍ଏସ୍ଏମ୍ଇକୁ ୩ ଲକ୍ଷ କୋଟିର ଋଣ
Published On
By Samaya Live
By Papu Mohanty ଭୁବନେଶ୍ୱର, (ସବୁ୍ୟ): May 13:କରୋନା ପାଇଁ ବିପର୍ଯ୍ୟସ୍ତ ହୋଇଥିବା ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୦ଲକ୍ଷ କୋଟିର ପ୍ୟାକେଜ୍ ସଂପର୍କରେ ଆଜି ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ । ଶ୍ରୀମତୀ ଶୀତାରମଣ କହିଛନ୍ତି ପ୍ରଥମ ଦିନରେ କ୍ଷୁଦ୍ର, ମଧ୍ୟମ ଓ କୂଟୀର ଶିଳ୍ପ ସଂସ୍ଥା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଏହି ଉଦ୍ୟୋଗୀଙ୍କ ପାଇଁ ଆଜି ୩ଲକ୍ଷ କୋଟି ଟଙ୍କାର […]

