Union Defence Minister
ଦେଶ- ବିଦେଶ 

ଋଷଠାରୁ ଭାରତ କିଣିବ ଏସ୍‌-୪୦୦ ଆଣ୍ଟି ମିସାଇଲ ସିଷ୍ଟମ : ରୁଷ ଗଲେ ରାଜନାଥ

ଋଷଠାରୁ ଭାରତ କିଣିବ ଏସ୍‌-୪୦୦ ଆଣ୍ଟି ମିସାଇଲ ସିଷ୍ଟମ : ରୁଷ ଗଲେ ରାଜନାଥ ନୂଆଦିଲ୍ଲୀ :ଜୁନ ୨୨: ଲଦାଖରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଉଭୟ ଦେଶ ଯବାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ ନିଜକୁ ପ୍ରସ୍ତୁତ କରିଥିଲାବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ଗୁରୁତ୍ୱ ଦେଇଛି । ଏହି ପରୀପ୍ରେକ୍ଷୀରେ ରୁଷ ଠାରୁ ଏସ୍‌-୪୦୦ ଆଣ୍ଟିମିସାଇଲ୍‌ ସିଷ୍ଟମ କିଣିବା ପାଇଁ ଭାରତ ନିଷ୍ପତ୍ତି କରିଛି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଙଥ ସିଂହ ରୁଷ […]
Read More...
ଓଡ଼ିଶା 

ସେନାକୁ ମିଳିଲା ଅଖଣ୍ଡ କ୍ଷମତା; ଚୀନ୍‌ ଉସୁକାଇଲେ ଏଥର ଗୁଳିରେ ଜବାବ

ସେନାକୁ ମିଳିଲା ଅଖଣ୍ଡ କ୍ଷମତା;  ଚୀନ୍‌ ଉସୁକାଇଲେ ଏଥର ଗୁଳିରେ ଜବାବ ନୂଆଦିଲ୍ଲୀ : ଜୁନ ୨୧: ପୂର୍ବ ଲଦାଖର ଗଲୱାନ ଘାଟି ଅଞ୍ଚଳରେ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟଣା ପରଠାରୁ ଉତ୍ତେଜନା ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବାରମ୍ବାର ସାମରିକ ତଥା କୂଟନୈତିକସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସବୁ ବିଫଳ ହୋଇଛି । ଏପରିକି ସୀମାରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଲଦାଖ ସୀମା ପରିସ୍ଥିତିକୁ ଦୃଷ୍ଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର […]
Read More...

Advertisement