Unidentified wild animal attacks in Sundargarh villagers
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅଜଣା ଜ;ୁ ଆତଙ୍କ, ବିଳମ୍ବିିତ ରାତିରେ ୧୫ ଜଣଙ୍କୁ କଲା ରାକ୍ତାକ୍ତ
Published On
By Samaya Live
ସୁନ୍ଦରଗଡ଼: ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ୟଜ;ୁ ଉତ୍ପାତ କରୁଛି । ଶନିବାର ବିଳମ୍ବିିତ ରାତିରେ ଲୋକମାନଙ୍କ ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡ଼ି କଲା ରକ୍ତାକ୍ତ । ଏହି ଅଜଣା ବନ୍ୟଜ;ୁ ସଲଙ୍ଗାବୁଡ଼ରେ ପ୍ରାୟ ୧୫ ଜଣଙ୍କୁ କାମୁଡ଼ି ଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ରେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି […]

