Unhe Toh Shiv Bhi Nahi Bacha Sakte
ଦେଶ- ବିଦେଶ 

ଉଦ୍ଧବଙ୍କ ଗର୍ବ ଭାଙ୍ଗିଲା: କଙ୍ଗନା

ଉଦ୍ଧବଙ୍କ ଗର୍ବ ଭାଙ୍ଗିଲା: କଙ୍ଗନା ମୁମ୍ବାଇ: ଜୁନ୍‌ ୩୦: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିଶାପ କାରଣରୁ ଉଦ୍ଧବଙ୍କ ଏହିପରି ଅବସ୍ଥା ହୋଇଛି ବୋଲି ଏବେ ଚର୍ଚ୍ଚା ହେଉଛି । ଏହାସହିତ କଙ୍ଗନାଙ୍କ ୨୦୨୦ ମସିହା ଏକ ଭିଡିଓ ଏବେ ବେଶ୍‌ ଭାଇରାଲ୍‌ ହୋଇଛି । ୨୦୨୦ରେ କଙ୍ଗନା ଓ ଉଦ୍ଧବଙ୍କ ମଧ୍ୟରେ ଏକ ବୟାନ୍‌ବାଜୀ ଚାଲିଥିଲା । ଏହାପରେ ଯେଉଁଥିରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମସି ବେଆଇନ ବୋଲି କହି ଭାଙ୍ଗିଦେଇଥିଲା । ଏଭଳି ଘଟଣା ପରେ କଙ୍ଗନା କହିଥିଲେ ଯେ, […]
Read More...

Advertisement