UN Chief Calls For Full Probe After Delhi Red Fort Car Blast
ଦେଶ- ବିଦେଶ 

ଲାଲ୍‌କିଲ୍ଲା ବିସ୍ଫୋରଣକୁ କଡ଼ା ନିନ୍ଦା କଲେ ଜାତିସଂଘ

ଲାଲ୍‌କିଲ୍ଲା ବିସ୍ଫୋରଣକୁ କଡ଼ା ନିନ୍ଦା କଲେ ଜାତିସଂଘ ନୂଆଦିଲ୍ଲୀ:  ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବିସ୍ଫୋରଣକୁ ଜାତିସଂଘ କଡ଼ା ନିନ୍ଦା କରିଛନ୍ତି। କାର୍‌ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହେବା ଏବଂ ଅନେକ ଲୋକ ଆହତ ହେବା ଘଟଣାରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଗଭୀର ଶୋକ ପ୍ରକାଶ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଗୁଟେରସଙ୍କ...
Read More...

Advertisement