Ulrikke Eikeri of Norway
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଫ୍ରେଞ୍ଚ ଓପନ: ଇନା-ୱିସଲିଙ୍କୁ ମିକ୍ସଡ ଡବଲ୍ସ ଟାଇଟଲ
Published On
By Samaya Live
ପ୍ୟାରିସ : ଜାପାନର ଇନା ଶିବାହାରା ଓ ୱିସଲି କୁଲଫ୍ (ନେଦରଲାଣ୍ଡସ୍)ଙ୍କ ଯୋଡି ଫ୍ରେଞ୍ଚ ଓପନ ମିକ୍ସଡ ଡବଲ୍ସ ଟାଇଟଲ ହାତେଇଛନ୍ତି । ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଇନା-ୱିସଲିଙ୍କ ଯୋଡି ୭-୬, ୬-୨ ସେଟ୍ରେ ନରେୱର ଉଲରିକେ ଇକେରୀ ଓ ବେଲଜିୟମ୍ର ଜୋରାନ ଭିଲେଜେନ୍ ଯୋଡିକୁ ଧରାଶାୟୀ କରିଥିଲେ । ଏହି ଯୋଡି ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି ।

