Ukrainian Plane Hijack
ବିଶ୍ବ 

ୟୁକ୍ରେନର ବିମାନ ହେଲା ଅପହରଣ !

ୟୁକ୍ରେନର ବିମାନ ହେଲା ଅପହରଣ ! ଭୁବନେଶ୍ୱର:ଅଗଷ୍ଟ ୨୪: ଆଫ୍‌ଗାନରେ ଫସି ରହିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଆଜି ୟୁକ୍ରେନ ବିମାନ ଆଫଗାନିସ୍ତାନ ଯାଇଥିଲା । ବିମାନଟି ସେଠାରୁ ହାଇଜାକ୍‌(ଅପହରଣ)ହୋଇଯାଇଛି ବୋଲି ୟୁକ୍ରେନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିମାନକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଛି, ତାହାର ସଠିକ୍‌ ସୂଚନା ମିଳିନାହିଁ । କିନ୍ତୁ ଅପହରଣ କରିଥିବା ଅଜ୍ଞାତ ଲୋକମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରହିଥିଲା ବୋଲି ସୂଚନା ମିଳିଛି । ଗତ ରବିବାର ଦିନ କିଛି ଅଜ୍ଞାତ ଲୋକ […]
Read More...

Advertisement