Ukrainian civilians
ବିଶ୍ବ 

ବନ୍ଧୁକ ଧରି ପ୍ରସ୍ତୁତ ମିସ୍‌ ୟୁକ୍ରେନ୍‌

ବନ୍ଧୁକ ଧରି ପ୍ରସ୍ତୁତ ମିସ୍‌ ୟୁକ୍ରେନ୍‌ ୟୁକ୍ରେନ୍‌: ମାର୍ଚ୍ଚ ୦୩: ରାଜଧାନୀ କିଭ ଏବଂ ଖାର୍କିଭ ସମେତ ଅନେକ ପ୍ରମୁଖ ସହରକୁ ଟାର୍ଗେଟ୍ କରୁଛି ଋଷ। ତେବେ ଋଷ୍ ବିରୋଧରେ ଲଢିବା ପାଇଁ ୟୁକ୍ରେନ୍ ସରକାର ୧୮ ରୁ ୬୦ ବର୍ଷର ପୁରୁଷମାନଙ୍କୁ ଆହ୍ୱାନ କରିଛନ୍ତି। ଏହି ସ୍ଥିତିରେ ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ମଧ୍ୟ ହାତରେ ବନ୍ଧୁକ ଧରି ବାହାରିଛନ୍ତି ଲଢିବାକୁ । ଋଷ୍ର ସେନା ଖେରସନଙ୍କୁ କାବୁ କରି ଖାର୍କିଭ ଅଭିମୁଖେ ଦ୍ରୁତ ବେଗରେ ଗତି କରୁଛି। ଆନାସ୍ତାସିଆ ଅନେକ […]
Read More...

Advertisement