ukraine
ବିଶ୍ବ 

ୟୁକ୍ରେନ ପାଇଁ ଚିନ୍ତାରେ ଭାରତ

ୟୁକ୍ରେନ ପାଇଁ ଚିନ୍ତାରେ ଭାରତ ୟୁକ୍ରେନ୍‌: ମାର୍ଚ୍ଚ ୦୧: ୟୁକ୍ରେନର ଅବସ୍ଥା ଖରାପ ହେବା ନେଇ ଚିନ୍ତାରେ ଭାରତ । ହିଂସାକୁ ତୁରନ୍ତ ବନ୍ଦ କରିବା ଏବଂ ଶତ୍ରୁତାକୁ ବନ୍ଦ କରିବା ପାଇଁ ଆହ୍ୱାନ ମଧ୍ୟ ଦେଇଛି। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତିଙ୍କ ୟୁକ୍ରେନ ଉପରେ ମିଳିତ ଜାତିସଂଘର ସାଧାରଣ ସଭାର ଏକ ବିରଳ ଜରୁରୀକାଳୀନ ବିଶେଷ ଅଧିବେଶନକୁ ସୋମବାର ଦିନ କହିଛନ୍ତି ଯେ ୟୁକ୍ରେନ୍ ରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ତୁରନ୍ତ ତଥା ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ନୂଆଦିଲ୍ଲୀ […]
Read More...

Advertisement