Ukraine President urges UK Parliament
ବିଶ୍ବ 

ଋଷ୍‌କୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ନିବେଦନ

ଋଷ୍‌କୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ନିବେଦନ କିଭ୍‌: ମାର୍ଚ୍ଚ ୦୯ : ଆଜି ରୁଷ -ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ ଦିନ ହେଲା । ଏହାରି ମଧ୍ୟରେ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହେବା ସହିତ ବହୁ ଲୋକ ମୃତୁ୍ୟବରଣ କଲେଣି । ଋଷ୍‌ର ଅମାନବୀୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁକ୍ରେନ୍‌ବାସୀ ନିଜ ପରିବାର ସହିତ ଦେଶ ଛାଡ଼ିଲେଣି । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ଓ ମହିଳାମାନେ ମଧ୍ୟ କେହି ରୁଷ୍‌ର ବୋମା […]
Read More...

Advertisement