UK farming company
Feature 

ବନ୍ଧା କୋବି ତୋଳିବା ପାଇଁ ୬୩ ଲକ୍ଷ

ବନ୍ଧା କୋବି ତୋଳିବା ପାଇଁ ୬୩ ଲକ୍ଷ ୟୁକେ: ଯଦି ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜ୍‌ ଅଫର୍‌ ମିଳେ, ତେବେ ଜଣେ ବ୍ୟକ୍ତି ୱାର୍କ ପ୍ରୋଫାଇଲ ସଠିକ୍‌ ଭାବରେ ଦେଖିବାକୁ ଚାହିଁବ ନାହିଁ । କଳ୍ପନା କରନ୍ତୁ ଯଦି ପନିପରିବା ତୋଳିବା ପାଇଁ ବର୍ଷକୁ ୬୩ ଲକ୍ଷ ଟଙ୍କା ଦିଆଯାଏ, ତେବେ କାହିଁକି କିଏ ଏମିତି ଚାକିରୀ କରିବାକୁ ଆପତ୍ତି କରିବେ । ୟୁନାଇଟେଡ୍‌ କିଙ୍ଗଡମ୍‌ର ଏକ କୃଷି କମ୍ପାନୀ କର୍ମଚାରୀଙ୍କୁ ବର୍ଷସାରା କୋବି ତୋଳିବା ପାଇଁ ୬୨,୪୦୦ ପାଉଣ୍ଡ ବେତନ ପ୍ରଦାନ କରୁଛି । […]
Read More...

Advertisement