Udala sub-division in Odisha’s Mayurbhanj district
ଓଡ଼ିଶା 

ଉଦଳା RWSS ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ

ଉଦଳା RWSS ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ ଭୁବନେଶ୍ୱର: ଆଜି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା RWSS (ରୁରାଲ୍‌ ୱାଟର ସପ୍ଲାଇ ଆଣ୍ଡ ସାନିଟେସନ୍‌)ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ଭିଜିଲାନ୍‌ସ ଚଢ଼ାଉ କରିଛି । ଭିଜିଲାନ୍‌ସ ଏକାକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ରବିନାରାୟଣଙ୍କର ୪ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ଭୁବନେଶ୍ୱର ଭିଜିଲାନ୍‌ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଏହିଚଢ଼ାଉ କରାଯାଇଛି । […]
Read More...

Advertisement