Twin city weather Alert
ଓଡ଼ିଶା 

୧୨ ଘଣ୍ଟା ମଧ୍ୟରେ ଲଘୁଚାପ, ସତର୍କ କଲା ପାଣିପାଗ ବିଭାଗ

୧୨ ଘଣ୍ଟା ମଧ୍ୟରେ ଲଘୁଚାପ, ସତର୍କ କଲା ପାଣିପାଗ ବିଭାଗ ଭୁବନେଶ୍ୱର: ବଙ୍ଗୋପସାଗର ଉତ୍ତର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ […]
Read More...
ଓଡ଼ିଶା  ପାଣିପାଗ 

ଟୁଇନ୍‌ସିଟିରେ ଆଲର୍ଟ: ଘଡ଼ଘଡ଼ି ସହ ଲଗାଣ ବର୍ଷା ସମ୍ଭାବନା

ଟୁଇନ୍‌ସିଟିରେ ଆଲର୍ଟ: ଘଡ଼ଘଡ଼ି ସହ ଲଗାଣ ବର୍ଷା ସମ୍ଭାବନା ଭୁବନେଶ୍ୱର: ଜୁଲାଇ ୧୬: ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସହିତ ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଏହାକୁ ନଜରରେ ରଖି ପାଣିିପାଗ ବିଭାଗ ଆଜି କେତେକ ସ୍ଥାନରେ ସତର୍କ ଜାରି କରିଛନ୍ତି । ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ । ସେହିପରି ପ୍ରବଳ […]
Read More...

Advertisement