Twin City Corona case
ଓଡ଼ିଶା 

ଭୁବନେଶ୍ୱର ରେ ୪୯ ଏବଂ କଟକ ରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ରେ ୪୯ ଏବଂ କଟକ ରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୨୦: ଭୁବନେଶ୍ୱର ରେ ୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୩୪ ଜଣ Quarantine ରେ ଥିଲେ ଏବଂ ୧୫ ଜଣ local contact case I ତେବେ, ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି I BMC ର ଟ୍ୱଇଟ ଅନୁସାରେ, ଏହାକୁ ମିଶାଇ, ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୩୧ କୁ ବୃଦ୍ଧି ପାଇଛି I ୫୭୬ ଜଣ ସୁସ୍ଥ […]
Read More...

Advertisement