Trump in Bunker
ବିଶ୍ବ 

ବଙ୍କରରେ ପଶିଲେ ରାଷ୍ଟ୍ରପତି ଟ୍ରମ୍ପ୍‌

ବଙ୍କରରେ ପଶିଲେ ରାଷ୍ଟ୍ରପତି ଟ୍ରମ୍ପ୍‌ ୱାଶିଂଟନ‌: ଜୁନ ୦୨: ପୋଲିସର ଥାର୍ଡ ଡିଗ୍ରୀରେ ଆମେରିକା କୃଷ୍ଣକାୟ ସଂପ୍ରଦାୟର ଜଣେ ବ୍ୟକ୍ତିର ମୃତ୍ୟୁ ଘଟଣାକୁ ନେଇ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଦେଶର ୩୦ଟି ସହରକୁ ହିଂସା ବ୍ୟାପି ଗଲାଣି । ବହୁ ସଂଖ୍ୟାରେ ପ୍ରତିବାଦକାରୀ ହ୍ୱାଇଟ୍‌ ହାଉସ୍‌ ବାହାରେ ରୁଣ୍ଡ ହୋଇ ଟେକାପଥର ଫିଙ୍ଗିବା ସହ ପୁଲିସ ବାରିକେଡ୍‌ ଭଙ୍ଗାରୁଜା କରିବାରୁ ପରିସ୍ଥିତି ଅଣାୟତ ହୋଇପଡିଛି । ତେବେ ପୋଲିସ ସେମାନଙ୍କୁ ଘଉଡାଇ ଦେବାରେ ସଫଳ ହୋଇଛି । ଗୁଇନ୍ଦା ଏଜେଣ୍ଟମାନେ […]
Read More...

Advertisement