Trinamool Congress Party (TMC)
ରାଜନୀତି  ଦେଶ- ବିଦେଶ 

ଦଳ ବଦଳିଲେ ଗୋଆ ବିଧାୟକ ସାଲଗାଓଁକର

ଦଳ ବଦଳିଲେ ଗୋଆ ବିଧାୟକ ସାଲଗାଓଁକର ଗୋଆ: ଡିସେମ୍ବର ୦୩: ଗୋଆ ଫରୱାର୍ଡ ପାର୍ଟିର ବିଧାୟକ ଜୟେଶ ସାଲଗାଓଁକର ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶୁକ୍ରବାର ଅପରାହ୍ନରେ ଶାସକ ବିଜେପିରେ ଯୋଗଦେବେ ବୋଲି ଗୋଆ ବିଜେପି ମୁଖ୍ୟ ସଦାନନ୍ଦ ଶେଟ ତନାଭେଡେ ଗଣମାଧ୍ୟମକୁ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ଶ୍ରୀ ସାଲଗାଓଁକର ତାଙ୍କ ଇସ୍ତଫାପତ୍ର ବାଚସ୍ପତି ରାଜେଶ ପାଟନେକରଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଯିଏ ବିଜେପିରେ ଯୋଗଦେବାକୁ ଚାହୁଁଛି […]
Read More...

Advertisement