tree cutting
ଓଡ଼ିଶା 

ବିଧାୟକ କ୍ୱାଟର୍ସ ନିର୍ମାଣ ପାଇଁ ଗଛକଟା ନେଇ ସତ୍ୟପାଠ ମାଗିଲେ ହାଇକୋର୍ଟ

ବିଧାୟକ କ୍ୱାଟର୍ସ ନିର୍ମାଣ ପାଇଁ ଗଛକଟା ନେଇ ସତ୍ୟପାଠ ମାଗିଲେ ହାଇକୋର୍ଟ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ ଗଛକଟା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ସତ୍ୟପାଠ ମାଗିଲେ ହାଇକୋର୍ଟ । ନିର୍ମାଣ, ଗଛକଟା,ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିଧାୟକ କ ୍ୱାଟର୍ସ ପାଇଁ ଗଛକଟାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସେ୍ୱଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଏହି ମାମଲାକୁ ରୁଜୁ କରାଯାଇଥିଲା । ଏଥିପାଇଁ ତୁରନ୍ତ ଗଛକଟା ବନ୍ଦ କରିବାକୁ ହାଇକୋର୍ଟରେ […]
Read More...

Advertisement