transgender death
ଦେଶ- ବିଦେଶ 

କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ବିଧାନସଭା ପ୍ରାର୍ଥୀଙ୍କ ଆତ୍ମହତ୍ୟା

କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ବିଧାନସଭା ପ୍ରାର୍ଥୀଙ୍କ ଆତ୍ମହତ୍ୟା ଦିଲ୍ଲୀ: ଜୁଲାଇ ୨୧: କେରଳର ବିଧାନସଭା ନିର୍ବାଚନରେ ପାର୍ଥୀ ହୋଇଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା କରିଛନ୍ତି । କାଲାମାସାରି ପୋଲିସ ମଙ୍ଗଳବାର ସନ୍ଧ୍ୟାର କୋଚିରେ ଥିବା ଅନନ୍ୟାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରିଛି । ଅନନ୍ୟା ପ୍ରଥମ ଟ୍ରାନ୍ସଜେଣ୍ଡର ରେଡିଓ ଜକି ଥିଲେ । ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ୨୮ ବର୍ଷୀୟା ଅନନ୍ୟା ଭେଜିନୋପ୍ଲାଷ୍ଟି ଅସ୍ତ୍ରୋପଚାର (ଲିଙ୍ଗ ସମ୍ବନ୍ଧୀୟ) କରିଥିଲେ । ଏଥିଯୋଗୁଁ ବହୁ ସମୟ […]
Read More...

Advertisement