TRAFIC CHALAN
ଓଡ଼ିଶା 

ଟ୍ରାଫିକ ପୋଲିସ୍‌ ସହ ଦୁର୍ବ୍ୟହାର କଲେ ବି କଟିବ ଚାଲାଣ

ଟ୍ରାଫିକ ପୋଲିସ୍‌ ସହ ଦୁର୍ବ୍ୟହାର କଲେ ବି କଟିବ ଚାଲାଣ ଭୁବନେଶ୍ୱର: ଜୁଲାଇ ୧୩: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଝଟକା । ଏଣିକି କାଗଜପତ୍ର ଥିଲେ ବି କଟିବ ଫାଇନ୍‌ । ତେବେ କାହିଁକି ଓ କେଉଁ କାରଣରୁ କଟିବ ଫାଇନ୍‌ । ରାସ୍ତାରେ ଦୁର୍ଘଟଣା କମାଇବା ପାଇଁ ଦିନକୁ ଦିନ ନିୟମ କଡାକଡି ହେବାରେ ଲାଗିଛି । ତେଣୁ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆପଣମାନେ ନମାନିଲେ ଜୋରିମାନା କାଟିବ ପୋଲିସ । କେବଳ ଫାଇନ୍‌ କାଟିବ ତାହା ନୁହେଁ ବରଂ ଗାଡ଼ିଚାଳକଙ୍କ ଲାଇସେନ୍ସକୁ ମଧ୍ୟ ରବ୍ଦ କରିଦିଆଯାଇପାରେ […]
Read More...

Advertisement