tradition of odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଜି ଶ୍ରୀମନ୍ଦିରେ ପଇତାଲାଗି ନୀତି: ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ
Published On
By Samaya Live
ପୁରୀ: ନଭେମ୍ବର ୨୯: ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥି ହୋଇଥିବା ହେତୁ ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିରେ ତିନି ଠାକୁର ପଇତା ପରିଧାନ କରିବେ । ଏହା ଏକ ସ୍ୱତନ୍ତ୍ର ଗୁପ୍ତ ନୀତି ହୋଇଥିବା ହେତୁ ଏହ ନୀତିକାନ୍ତି ସମୟରେ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଅପରାହ୍ନ ସମୟ ୪ଟାରୁ ଦର୍ଶନ ବନ୍ଦ ରହିବ । ତେବେ ମଙ୍ଗଳବାର ସକାଳଠାରୁ ପୁର୍ନବାର ସାଧାରଣ ଦର୍ଶନ ଆରମ୍ଭ ହେବ […]
ନାଗ ବଂଶୀୟ ବାଲିଯାତ୍ରାର କଳସ ଯାତ୍ରା ସମ୍ପନ୍ନ
Published On
By Samaya Live
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ନାଗପଡା ରେ ନାଗ ବଂଶୀୟ ଭାଇ ଭାଇଙ୍କ ଏକ ଜୁଟ ଫଳରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ନାଗ ବଂଶୀୟ ପିତୃପୁରୁଷ ଙ୍କ ପରମ୍ପରା ରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସମାପନ ପାଇଁ ମଙ୍ଗଳବାର ଶୁଭ ଖମ୍ବ ଓ କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ନାଗ […]
କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ
Published On
By Samaya Live
ଋତୁଚକ୍ରର ଧାରାରେ ଧରାବତରଣ କରେ ପାର୍ବଣ ଋତୁ ଶରତ । ସୁଷମା ବିମଣ୍ଡିତ ଧରା ପୃଷ୍ଠରେ ନ ଥାଏ ରୌଦ୍ରର ଭୟଙ୍କର ପ୍ରଚଣ୍ଡ ତାପ , ବର୍ଷାର ଘନଘଟା , ଶୀତର ଦାଦାଗିରି । ବର୍ଷା ଋତୁକୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ ଶରତ ଋତୁ ନିଜର ପ୍ରାଧାନ୍ୟ ବିସ୍ତାର କରେ ଏକ ନିଆରା ଢଙ୍ଗରେ । ଧରଣୀ ବୁକୁର ସବୁଜିମା , ନଦୀ ପଠାରେ କାଶତଣ୍ଡିର ସମ୍ଭାର , ନଦୀ ପୁଷ୍କରିଣୀର କାଚକେନ୍ଦୁ ଜଳ , […]
ଓଡିଆ ପରମ୍ପରାରେ ପବିତ୍ର ମହାଳୟା
Published On
By Samaya Live
ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ହେଉଛି ପିତୃପକ୍ଷ ଦିବସ ତଥା ପିତୃପୁରୁଷଙ୍କୁ ପଣ୍ଡିଦାନର ପର୍ବ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କହାଯାଏ । ଚତୁର୍ଦଶୀ ପର୍ଯ୍ୟନ୍ତ ତର୍ପଣ କଲା ପରେ ଅମାବାସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଏହି ପକ୍ଷରେ […]
ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୧୭: ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଭିଡ଼ ହେବା ଆଶଙ୍କାରେ ନୂଆ ଏସ୍ଓପି ନିୟମ ଅନୁସାରେ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ବିଶ୍ୱକର୍ମା ପୂଜା ସହ ଆଜି ବାମନ ଜନ୍ମ, ପାଶ୍ୱର୍ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି । ଏହାସିହତ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥଙ୍କର ପାଶ୍ୱର୍ ପରିବର୍ତ୍ତନ ନୀତି ସହ […]
ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ
Published On
By Samaya Live
ଓଡ଼ିଶା ଏକ କଳା,ସଂସ୍କୃତି,ଐତିହ୍ୟ ପରମ୍ପରା ସମ୍ପନ୍ନ ରାଜ୍ୟ । ଓଡ଼ିଶାର ଅନ୍ୟଏକ ପାରମ୍ପରିକ ପର୍ବ ହେଲା ଗହ୍ମା ପୂର୍ଣ୍ଣିମା ଓ ରାଖି ପୂର୍ଣ୍ଣିମା । ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାଖି ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ଓଡ଼ିଶାର ସବୁଆଡ଼େ […]

