Tractor will run on urine
ଜୀବନଚର୍ଯ୍ୟା 

ପରିସ୍ରାରେ ଚାଲିବ ଟ୍ରାକ୍‌ଟର

ପରିସ୍ରାରେ ଚାଲିବ ଟ୍ରାକ୍‌ଟର ମହଙ୍ଗା ପ୍ରେଟୋଲ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଧନୀ ଠାରୁ ଗରିବ ସମସ୍ତଙ୍କ ପକେଟକୁ ଏହି ମହଙ୍ଗା ମାଡ ବେଶ୍‌ ବାଧିଛି । ତେଣୁ ବର୍ତ୍ତମାନ ସମୟ ଆସିଛି ଏହାର ବିକଳ୍ପ ପାଇଁ ଚିନ୍ତା କରିବାର । ଏହି ବିକଳ୍ପ ପ୍ରସ୍ତୁତ ପାଇଁ ଅନେକ କମ୍ପାନୀ ଓ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି । ତେବେ ଏହା ମଧ୍ୟରେ ପେଟ୍ରୋଲର ବିକଳ୍ପ ଭାବେ ମନୁଷ୍ୟର ପରିସ୍ରାକୁ ବଛାଯାଇଛି । ଏହାକୁ ଭବିଷ୍ୟତରେ ଇନ୍ଧନର ବିକଳ୍ପଭାବେ ବ୍ୟବହାର […]
Read More...

Advertisement