tractor rally
ଦେଶ- ବିଦେଶ 

ଟ୍ରାକ୍‌ଟର ରାଲି ହିଂସାକାଣ୍ଡରେ ଗିରଫ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ପଞ୍ଜାବ ସରକାର

ଟ୍ରାକ୍‌ଟର ରାଲି ହିଂସାକାଣ୍ଡରେ ଗିରଫ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ପଞ୍ଜାବ ସରକାର ପଞ୍ଜାବ: ନଭେମ୍ବର ୧୩: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଷୀମାନେ ଟ୍ରାକଫର ରାଲି କରିଥିଲେ । ଏଥିରେ ଦିଲ୍ଲୀ ପୋଲିସ ୮୩ ଜଣ ଚାଷୀଙ୍କୁ ଗିରଫ କରିଥିଲା । ସେହି ଗିରଫ ସମସ୍ତ ଚାଷୀଙ୍କୁ ପଞ୍ଜାବ ସରକାର ସମର୍ଥନ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଟୁଇଟ୍‌ କରି […]
Read More...

Advertisement