tourism in odisha
ଜିଲ୍ଲା 

ସବୁଜିମା ହରାଉଛି ମଠଖାଇ: ରହିଛି ଇକୋଟୁରିଜମ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା

ସବୁଜିମା ହରାଉଛି ମଠଖାଇ: ରହିଛି ଇକୋଟୁରିଜମ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ବଲାଙ୍ଗିର: ସେପ୍‌ଟେମ୍ବର ୧୮: ବଲାଙ୍ଗିର ଏକ ବଣପାହାଡ ଘେରା ଜିଲ୍ଲା ଭାବରେ ପରିଗଣିତ । ସରକାରୀ ତଥ୍ୟରେ ଜିଲ୍ଲାର ପ୍ରାୟ ୧୭ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ତଥା ସବୁଜ ବଳୟ ରହିଛି । ମୁଖ୍ୟତଃ ମଠଖାଇ, ଗନ୍ଧମାର୍ଦ୍ଧନ, ଛତ୍ରଦାଣ୍ଡି, କିରିବାଞ୍ଜୀ, ତିଖାରୀ, ବେନ୍ଦେର, ଚାନ୍ଦଲି, ବର୍ଣ୍ଣେଇ ଇତ୍ୟାଦି ବଡବଡ ଜଙ୍ଗଲ ରହିଛି । ଜିଲ୍ଲାଟି ଗୋଟିଏ ଦିନରେ ଘଞ୍ଚ ଜଙ୍ଗଲ ଓ ବୃକ୍ଷରାଜି ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଥିଲା । କାଳକ୍ରମେ ଲୋକଙ୍କ ସଚେତନତାର ଅଭାବ ଓ […]
Read More...

Advertisement