Total covid cases in Bhadrak
ଓଡ଼ିଶା 

ଭଦ୍ରକରେ ପୁଣି ୧୧କରୋନା ପଜିଟିଭ, ମୋଟ ସଂଖ୍ୟା ୧୫୧ ସୁସ୍ଥ ହେଲେଣି ୧୨୩, ୨୮ ଚିକିତ୍ସାଧୀନ

ଭଦ୍ରକରେ ପୁଣି ୧୧କରୋନା ପଜିଟିଭ, ମୋଟ ସଂଖ୍ୟା ୧୫୧ ସୁସ୍ଥ ହେଲେଣି ୧୨୩, ୨୮ ଚିକିତ୍ସାଧୀନ ଭଦ୍ରକ,୦୮।୦୬(ଜିପ୍ର):ଆଜି ଜିଲ୍ଳାରେ ୧୧ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ ଏଥି ମଧ୍ୟରୁ ୧୨୩ଜଣ ସୁସ୍ଥ ହୋଇଥିବା ବେଳେ ୨୮ଟି ଆକଫିଭ୍‌ କେଶ ରହିଛି । ‘ିହ୍ନଟ ପଜେଟିଭ୍‌ ମାନେ ବାହାର ରାଜ୍ୟ ଫେରନ୍ତା । ଏମାନଙ୍କ ମଧ୍ୟରେ ୩ଜଣ ପଶ୍ଚିମବଙ୍ଗ, ୨ଜଣ ଗୁଜରାଟ, ୨ଜଣ ମହାରାଷ୍ଟ୍ର, ଅନ୍ୟ ୪ ଆକ୍ରାନ୍ତମାନେ ତାମିଲନାଡୁ, ନୂଆଦିଲ୍ଲୀ […]
Read More...

Advertisement