toony kakkar
ମନୋରଞ୍ଜନ 

ନେହାଙ୍କ ‘କାଣ୍ଟା ଲଗା’ ଗୀତ

ନେହାଙ୍କ ‘କାଣ୍ଟା ଲଗା’ ଗୀତ ମୁମ୍ବାଇ: ସେପ୍‌ଟେମ୍ବର ୧୦: ନିକଟରେ ଗାୟିକା ନେହା କMରଙ୍କ ଗୀତ ‘କାଣ୍ଟ ଲଗା’ ମୁକ୍ତିଲାଭ କରିଛି । ଏହି ଗୀତରେ ତାଙ୍କ ସହିତ ୟୋ ୟୋ ହନି ସିଂହ ଏବଂ ନେହାଙ୍କ ଭାଇ ଟୋନୀ କMର ମିଳିତ ଭାବେ ମିଶି ଗୀତ ଗାଇଛନ୍ତି । ଗୀତଟି ମୁକ୍ତିଲାଭ କରିବାର ଏକ ଘଣ୍ଟା ମଧ୍ୟରେ ୫୦ ଲକ୍ଷେରୁ ଅଧିକ ଦର୍ଶକ ଦେଖିସାରିଲେଣି । ଗୀତଟିର ଏତେ ଲୋକପ୍ରିୟତାକୁ ଦେଖି ନିକଟରେ ନେହା ଏହି ଗୀତ ଉପରେ ଏକ ଭିଡିଓ […]
Read More...

Advertisement