tom cruise
ମନୋରଞ୍ଜନ  Feature 

ଟମ୍‌ଙ୍କ ପସନ୍ଦ ଭାରତୀୟ ଚିକେନ୍‌ କରି

ଟମ୍‌ଙ୍କ ପସନ୍ଦ ଭାରତୀୟ ଚିକେନ୍‌ କରି ଦିଲ୍ଲୀ: ସେପ୍‌ଟେମ୍ବର ୧: ଭାରତୀୟ ଖାଦ୍ୟର ସବୁ ସ୍ଥାନରେ ଚାହିଦା ରହିଥାଏ । ସମସ୍ତେ ଭାରତୀୟ ଖାଦ୍ୟରେ ବ୍ୟବହାର ହେଉଥିବା ମସଲା ଓ ସାମଗ୍ରୀର ଦିୱାନା ହୋଇଥିଆନ୍ତି । ଏହି ସ୍ୱାଦର ଯାଦୁରୁ ହଲିଉଡ୍‌ ଷ୍ଟାର ମଧ୍ୟ ଦୂରେଇ ରହିନାହାନ୍ତି । ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁଜ୍‌ ପଡିଛନ୍ତି ଭାରତୀୟ ଖାଦ୍ୟ ଯାଦୁରେ । ନିକଟରେ ତାଙ୍କୁ ୟୁକେର ଥିବା ଭାରତର ବରିଷ୍ଠ ଗାୟିକା ଆଶା ଭୋସଲେଙ୍କ ରୋସ୍ତୋରାଁରେ ଦେଖିବାକୁ ମିଳିଥିଲା । ସେଠାରେ ମିଳୁଥିବା ଭାରତୀୟ […]
Read More...

Advertisement