tokyo olympics update
ଖେଳ 

ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହେଲା ଦଳ

ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହେଲା ଦଳ ଦିଲ୍ଲୀ: ଅଗଷ୍ଟ ୬: ଆଜି ହୋଇଥିବା ହକି ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଗ୍ରେଟ୍‌ ବ୍ରିଟେନଠାରୁ ପରାସ୍ତ ହୋଇ ନିଜ ଅଭିଯାନ ଟୋକିଓ ଅଲମ୍ପିକ୍ସ ମହାସମରରୁ ଶେଷ କରିଛି । ୪-୩ ଗୋଲ୍‌ରେ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଗ୍ରେଟ ବ୍ରିଟେନ୍‌ ଭାରତକୁ ପରାସ୍ତ କରିଛି । ଏହାସହ ଭାରତୀୟ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଭଲ ପଦର୍ଶନ କରି ବ୍ରୋଞ୍ଜ ପଦକ ସକାଶେ ଖେଳିଥିଲେ । ଖେଳ […]
Read More...
ଖେଳ 

ବ୍ୟାଡମିଣ୍ଟନ୍‌ ଓ ବକ୍ସିଂରୁ ମିଳିଲା ନିରାଶ

ବ୍ୟାଡମିଣ୍ଟନ୍‌ ଓ ବକ୍ସିଂରୁ ମିଳିଲା ନିରାଶ ଭୁବନେଶ୍ୱର: ଜୁଲାଇ ୩୧: ଭାରତୀୟ ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁ । ଟୋକିଓ ଅଲମ୍ପିକ୍ସ ମହାସମରରେ ଆଜି ହୋଇଥିବା ବ୍ୟାଡମିଣ୍ଟନ୍‌ ସେମିଫାଇନାଲ୍‌ ମ୍ୟାଚ୍‌ରେ ସେ ଚୀନ୍‌ର ପାଇପେ ଖେଳାଳୀ ତାଇ ଜୁ ଇଙ୍ଗ୍‌ଙ୍କଠାରୁ ପରାସ୍ତ ହୋଇଯାଇ ଫାଇନାଲ୍‌ ରେସ୍‌ରୁ ବାହାରି ଯାଇଛନ୍ତି । ସିନ୍ଧୁ ଏବେ ବ୍ରୋଞ୍ଜ ପଦକ ପାଇଁ ଆଗକୁ ଖେଳିବେ । ସିନ୍ଧୁ ୨୧-୧୮, ୨୧-୧୨ ଗେମ୍‌ରେ ତାଇଙ୍କଠାରୁ ପରାସ୍ତ ହୋଇଛନ୍ତି । ସେ ରବିବାର ଚୀନ୍‌ର ଖେଳାଳୀ […]
Read More...
ଖେଳ 

ଭାରତ ପାଇଁ ପଦକ ନିଶ୍ଚିନ୍ତ କଲେ ବକ୍ସର ଲବଲିନା

ଭାରତ ପାଇଁ ପଦକ ନିଶ୍ଚିନ୍ତ କଲେ ବକ୍ସର ଲବଲିନା ଭୁବନେଶ୍ୱର: ଜୁଲାଇ ୩୦: ଭାରତୀୟ ବକ୍ସିଂପ୍ରେମୀଙ୍କ ପାଇଁ ମହିଳା ବକ୍ସର ଲବଲିନା ବୋଘୋହାଇନ୍‌ ନିଶ୍ଚିନ୍ତ ଆଶା ଆଣିଦେଇଛନ୍ତି । ଆଜିର କ୍ୱାଟର ଫାଇଲାନଲ ରାଉଣ୍ଡରେ ସେ ଚୀନ୍‌ର ନିଏନ ଚିନ ଚେନ୍‌ଙ୍କୁ ୪-୧ରେ ପରାସ୍ତ କରି ନିଜ ସ୍ଥାନ ସେମିଫାଇନାଲ୍‌ରେ ଦୃଢ଼ କରିଛନ୍ତି । ଲବଲନା ଆସନ୍ତା ବୁଧବାର ଦିନ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍‌ ତୁର୍କୀର ବକ୍ସର ବୁସେନାଜ ସୁରମେନେଲିଙ୍କୁ ଭେଟିବେ । ଅନ୍ୟପକ୍ଷେ, ଟୋକିଓ ଅଲମ୍ପିକ୍ସରେ ମହିଳାଳ ବକ୍ସିଂ ଖେଳାଳୀ ଭାରତୀୟଙ୍କୁ ନିରାଶ କରିଛନ୍ତି । […]
Read More...

Advertisement