tokyo olympic update
ଖେଳ 

ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ

ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ଦିଲ୍ଲୀ: ଅଗଷ୍ଟ ୭: ପୁରୁଷ ଫ୍ରିଷ୍ଟାଲ କୁସ୍ତିରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ବଜରଙ୍ଗ ଆଜି କାଜାକସ୍ତାନ ଖେଳାଳୀ ଦୌଲେତ ନିୟାଜ ବେକୋଙ୍କୁ ୮-୦ରେ ପରାସ୍ତ କରିଛନ୍ତି । ୬୫ କିଲୋ ବର୍ଗର କୁସ୍ତିର ସେମିରେ ଆଜରବରଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ପଏଣ୍ଟରେ ବଜରଙ୍ଗ ହାରିଥିଲେ । ତେବେ ଆଜି ସେ ଉତ୍ସାହପୂର୍ଣ୍ଣ ଖେଳ ଖେଳି ପଦକ ଜିତିଛନ୍ତି । ପ୍ରି-କ୍ୱାର୍ଟର ଫାଇନାଲରେ ବଜରଙ୍ଗ କିର୍ଗିସ୍ତାନ ଖେଳାଳୀ […]
Read More...
ଖେଳ 

ଜାପାନ ଖେଳାଳୀଙ୍କୁ ହରାଇ ସେମିଫାଇନାଲ୍‌ରେ ସିନ୍ଧୁ

ଜାପାନ ଖେଳାଳୀଙ୍କୁ ହରାଇ ସେମିଫାଇନାଲ୍‌ରେ ସିନ୍ଧୁ ଦିଲ୍ଲୀ:ଜୁଲାଇ ୩୦: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ଟୋକିଓ ଅଲମ୍ପିକ୍ସ ଖେଳରେ ନିଜ କମାଲ୍‌ ଦେଖାଇଛନ୍ତି । ସେ ଜାପାନର ଅକାନେ ୟାମାଗୁଚିଙ୍କୁ ପରାସ୍ତ କରି ସେମି ଫାଇନାଲ୍‌କୁ ଉତୀର୍ଣ୍ଣ ହୋଇଛନ୍ତି । ୫୬ ମିନିଟ୍‌ ଧରି ଚାଲିଥିବା ଖେଳରେ ସେ ଜାପାନର ଖେଳାଳୀଙ୍କୁ ୨୧-୧୩, ୨୨-୨୦ରେ ହରାଇଥିଲେ । ପୂର୍ବରୁ ସିନ୍ଧୁ ରିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିସାରିଛନ୍ତି । ଚଳିତ ବର୍ଷ ଚାଲୁଥିବା ଅଲମ୍ପିକ୍ସରେ ସିଙ୍ଗିଲ୍‌ ଗ୍ରୁପ୍‌ରେ ସିନ୍ଧୁ ଏପର୍ଯ୍ୟନ୍ତ ପରାସ୍ତ […]
Read More...
ଖେଳ 

ପୁରୁଷ ତୀରନ୍ଦାଜ ଟିମ୍‌ କଲା ନିରାଶ

ପୁରୁଷ ତୀରନ୍ଦାଜ ଟିମ୍‌ କଲା ନିରାଶ ଦିଲ୍ଲୀ: ଜୁଲାଇ ୨୬: ଆଜି ଚତୁର୍ଥ ଦିନରେ ପହଞ୍ଚିଛ ଟୋକିଓ ଅଲମ୍ପିକ୍ସ । ପୁରୁଷ ତୀରନ୍ଦାଜରେ ଭାରତୀୟମାନଙ୍କୁ ନିରାଶ ହେବାକୁ ପଡ଼ିଛି । କାଜାଖିସ୍ତାନକୁ ୬-୨ରେ ପରାସ୍ତ କରି କ୍ୱାଟର ଫାଇନାଲ୍‌କୁ ଯାଇଥିବା ଭାରତୀୟ ତୀରନ୍ଦାଜ ଟିମ୍‌ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇଛିି । ଅତନୁ ଦାସ, ପ୍ରଭୀନ ଯାଧବ ଏବଂ ତରୁଣଦୀପ ରାୟ ଆଜି ୟୁମେନୋଶିମା ପାର୍କରେ ଦକ୍ଷିଣ କୋରିଆ ଟିମ୍‌ଙ୍କ ସହ ସାମ୍ନାସାମ୍ନି ହୋଇଥିଲେ । ଏଥିରେ ଭାରତୀୟ ତୀରନ୍ଦାଜର ଟିମ୍‌ ୦-୬ରେ ପରାସ୍ତ […]
Read More...

Advertisement