todayd covid news in india
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୪୬,୭୫୯ କରୋନା ସଂକ୍ରମିତ ଓ ୫୦୯ ମୃତ

୨୪ ଘଣ୍ଟାରେ ଦେଶରେ ୪୬,୭୫୯ କରୋନା ସଂକ୍ରମିତ ଓ ୫୦୯ ମୃତ ଦିଲ୍ଲୀ: ଅଗଷ୍ଟ ୨୮ : ଦେଶରେ ସୁସ୍ଥତା ହାର ୯୭.୫୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଆଜି ୩୧,୩୭୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୮ ଲକ୍ଷ ୫୨ ହଜାର ୮୦୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ଦେଶରେ ୧୭୬୧୧୧୦ ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୬,୭୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ […]
Read More...

Advertisement