TODAY
ଓଡ଼ିଶା 

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ ଛତ୍ରପୁର: ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଆଜି ଭୋରରୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ଆଦିକନ୍ଦ ସେଠୀ ୨୦୦୯ରୁ ୨୦୧୪ ଯାଏ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଧାୟକ ଥିଲେ। ୨୦୧୪ରେ ସେ […]
Read More...
ବିଶ୍ବ 

ଆଜି ମହାରାଣୀ ଏଲିଜାବେଥ୍ ଙ୍କ ଅନ୍ତିମଯାତ୍ରା

ଆଜି ମହାରାଣୀ ଏଲିଜାବେଥ୍ ଙ୍କ ଅନ୍ତିମଯାତ୍ରା ଆଜି ଅନ୍ତିମ ବିଦାୟ ନେବେ ମହାରାଣୀ ଏଲିଜାବେଥ୍ I ମହାରାଣୀଙ୍କ ଅନ୍ତିମ ସଂସ୍କାର ରାଜକୀୟ ପରମ୍ପରାରେ ହେବ। ଲଣ୍ଡନର ୱେଷ୍ଟମିନ୍‌ଷ୍ଟର ହଲ୍‌ରେ ରଖାଯାଇଥିବା ମହାରାଣୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବାକୁ ଜନତାଙ୍କ ଲମ୍ବା ଲାଇନ୍ ଲାଗିଛି। ରାଜକୀୟ ପରମ୍ପରା ଅନୁସାରେ, ଆଜି ଅତି ଭବ୍ୟ ଆକାରରେ ଏହି ଅନ୍ତିମ ସଂସ୍କାର ସମାରୋହ ଆୟୋଜନ ହେବ। ଗତ ୮ ତାରିଖରେ ମହାରାଣୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I ୧୪ ସେପ୍ଟେମ୍ବରରେ ରାଣୀଙ୍କର ପାର୍ଥିବ […]
Read More...

Advertisement