today weather news in odisha
ଓଡ଼ିଶା 

୧୧ରେ ଲଘୁଚାପ: ଫିକା ପଡ଼ିପାରେ ଗଣେଶ ପୂଜା

୧୧ରେ ଲଘୁଚାପ: ଫିକା ପଡ଼ିପାରେ ଗଣେଶ ପୂଜା ଭୁବନେଶ୍ୱର: ସେପ୍‌ଟେମ୍ବର ୭: ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୧ରେ ଏକ ଲପୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନ ମିଳିଛି । ଅନ୍ୟପକ୍ଷେ େୱଲମାାର୍କ ଲୋ ପ୍ରେସରରୁ ଆଉ ଏକ ଲପୁଚାପ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢ଼େଉ ଆସିବା ସହିତ ସମୁଦ୍ର ଅଶାନ୍ତ ରହିବ । ଏଣୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ […]
Read More...
ଓଡ଼ିଶା 

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଭୁବନେଶ୍ୱର: ଅଗଷ୍ଟ ୧୬: ପଶ୍ଚିମ-କେନ୍ଦ୍ରୀୟ ଓ ଏହାର ଆଖପାଖ ଅଞ୍ଚଳ ଏବଂ ବଙ୍ଗୋପସାଗର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଏମ୍‌ଡି ସୂଚନା ଦେଇଛିି । ବିଶେଷ କରି ୨୪ ଘଣ୍ଟାରେ ଓଡ଼ିଶାର ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ଅତି ପ୍ରବଳ ବର୍ଷା ଯୋଗୁଁ ସେହି ଜିଲ୍ଲାମାନଙ୍କରେ ୟୋେଲେ ୱାଣ୍ଣିଂ […]
Read More...

Advertisement