today's covid death
ଦେଶ- ବିଦେଶ 

ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୬, ୭୬୪ ସଂକ୍ରମିତ

ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୬, ୭୬୪ ସଂକ୍ରମିତ ଦିଲ୍ଲୀ: ଡିସେମ୍ବର ୩୧ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬, ୭୬୪ ରହିଛି । ୨୪ ଘଣ୍ଟା ମଧ୍ୟରେ ୭, ୫୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୩୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୨ ଲକ୍ଷ ୬୬ ହଜାର ୩୬୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୧ ହଜାର […]
Read More...
ଦେଶ- ବିଦେଶ 

ଦେଶରେ ଆଜି ବଢ଼ିଛି କରୋନା ସୁସ୍ଥତା, ୨୪ ଘଣ୍ଟାରେ ୪୩,୯୦୩ ସୁସ୍ଥ

ଦେଶରେ ଆଜି ବଢ଼ିଛି କରୋନା ସୁସ୍ଥତା, ୨୪ ଘଣ୍ଟାରେ ୪୩,୯୦୩ ସୁସ୍ଥ ଦିଲ୍ଲୀ: ସେପ୍‌ଟେମ୍ବର ୬ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮, ୯୪୮ ରହିଥିଲା ବେଳେ ୪୩, ୯୦୩ ସୁସ୍ଥ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ୮୭୪ ରହିଛି । ସେହିପରି ସୁସ୍ଥତା ହାର ୯୭.୪୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୧ ଲକ୍ଷ ୮୧ ହଜାର ୯୯୫ ଜଣ କରୋନାରୁ […]
Read More...

Advertisement