today is sunder pichai's birthday
ବିଶ୍ବ  ଦେଶ- ବିଦେଶ 

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ୫୦ତମ ଜନ୍ମ ଜୟନ୍ତି

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ୫୦ତମ ଜନ୍ମ ଜୟନ୍ତି ନୂଆଦିଳ୍ଲୀ: ଆଜି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କ ଜନ୍ମଦିନ । ଏକ ସାଧାରଣ ପରିବାରରୁ ଜନ୍ମ ହୋଇ ମଧ୍ୟ ସେ ଯେଉଁଭଳି ଭାବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ । ୧୯୭୨ ମସିହା ଜୁନ୍‌ ୧୦ ତରିଖରେ ଜନ୍ମ ଲାଭ କରିଥିଲେ ସେ । ଆଜି ସେ ୫୦ ବର୍ଷ ବୟସରେ ପହଞ୍ଚିଛନ୍ତି । ଆଇଆଇଟି ଖଡଗପୁରରୁ ଶିକ୍ଷା ସାରିବା ପରେ ଗୁଗୁଲର ସିଇଓ ଭାବେ ଭାରତର ଟେକ ରଖିଥିବା […]
Read More...

Advertisement